Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
January 29, 2024
in Crime, State
୧୦୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
253
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ସ୍କ୍ୱାଡ ପକ୍ଷରୁ ଚଢ଼ଉ କରାଯାଇ ୧୦୦୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ନୟାଗଡ଼ ନୂଆ ବସ୍ ଷ୍ଟାଣ୍ଡଠାରେ ଅବକାରୀ ସ୍କ୍ୱାଡ ପକ୍ଷରୁ ଚଢ଼ଉ କରାଯାଇ ଏକ ଟାଟା ଏସି ଗାଡିକୁ ଚେକିଙ୍ଗ କରିଥିଲେ । ଚେକିଙ୍ଗ ସମୟରେ ୨୦ ଗୋଟି ଜରି ବସ୍ତାରେ ଦେଶୀ ମଦ ଥିବା ଦେଖିବାକୁ ମିଳିଥିଲା । ଦଶପଲ୍ଲା ଅଞ୍ଚଳର ବନ୍ଧୁଗାଁ ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଚିନେରାଙ୍କ ପୁଅ ଶଙ୍କର ଚିନେରାକୁ ଗିରଫ କରିଥିଲେ । ଅବକାରୀ ସ୍କ୍ୱାଡ ପକ୍ଷରୁ ୩୪୩/୨୪ ରେ ମାମଲା ରୁଜୁ କରାଯାଇ ଶଙ୍କରକୁ ଗିରଫ କରାଯାଇଛି । ଏଥି ସହିତ ଟାଟା ଏସି ଗାଡ଼ି ନଂ-ଓଡି ୦୨ ବିଭି ୧୪୬୨ ଗାଡିକୁ ଜବତ କରାଯାଇଛି । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଏହି ଚଢ଼ାଉରେ ମୋବାଇଲ ସ୍କ୍ୱାଡର ଅବକାରୀ ଇନିସପେକ୍ଟର ଭକ୍ତବତ୍ସଳ ବର୍ମା, ଅବକାରୀ ସବଇନିସପେକ୍ଟର ଅର୍ପିତାରାଣୀ ସାହୁ, ଏଏସଆଇ ବିଦ୍ୟାଧର ପ୍ରଧାନ, ଅବକାରୀ କନେଷ୍ଟବଳ ଦେବୀପ୍ରସାଦ ପାଣି, ନୀଳରୋହିତ ମଲ୍ଲିକ, ମିତା ନାୟକ, କୈବଲ୍ୟ ସ୍ୱାଇଁ, ଭାରତୀ ବରାଡ଼ ଓ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ସାମିଲ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!