Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଣିଆ, ଦଶପଲ୍ଲା ଥାନାରେ ପହଂଚିଲା କରୋନା

by ସଞ୍ଜୟ ସ୍ୱାଇଁ
July 24, 2020
in Breaking, Nayagarh
୧୫ ଆକ୍ରାନ୍ତ – ୮ ସ୍ଥାନୀୟ, ୪ ସଂଗରୋଧ
2.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଛି । ଆଜି ଦଶପଲ୍ଲା ଥାନା, ଗଣିଆ ଥାନା ଏବଂ ଓଡ଼ଗାଁ ଥାନାରେ କରୋନା ପହଂଚିଥିବା ବେଳେ କେବଳ ଓଡ଼ଗାଁ ବ୍ଲକରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଦଶପଲ୍ଲା ଥାନାର ଜଣେ ଏସ୍‌ଆଇ ଓ ଜଣେ ଏଏସ୍‌ଆଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଣିଆ ଥାନା ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେହିଭଳି ଦଶପଲ୍ଲା ଏସ୍‌ଆଇଙ୍କ ପରିବାର ଦୁଇ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେହିଭଳି ଓଡ଼ଗାଁ ବ୍ଲକରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ୨୫ ଜଣଙ୍କ ମଧ୍ୟରେ ଓଡ଼ଗାଁ ଥାନାରୁ ୨ ଜଣ, ଲଣ୍ଡାବାଦୁ ୩, ସୁନାମୁହିଁ ୨, ଭଗବତୀପ୍ରସାଦ ୨, ଗିରିଡ଼ିପଲ୍ଲୀ ୩, କୁରାଳ ତୋଟାସାହି ୯, ଓଡ଼ଗାଁ ବଜାର ସାହି ୧, ଖଡ଼ିତେଲୀ ସାହି ୨, ଅନ୍ୟାନ ୧ ଆକ୍ରାନ୍ତ ଥିବା ଜଣାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସ୍ଥାନୀୟ ବୋଲି ପ୍ରାଥମିକ ଭାବେ ଜଣାଯାଇଛି । ଅନ୍ୟପକ୍ଷେ, ଗଣିଆ ଥାନା ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଆରକ୍ଷୀ ଅଧିକ୍ଷକ ଗୃହ ସଂଗରୋଧରେ ରହି ପାରନ୍ତି ବୋଲି ଆଲୋଚନା ହେଉଛି । ସେହିଭଳି ଦଶପଲ୍ଲା ଏବଂ ଗଣିଆ ଥାନା ସଟ୍‌ଡାଉନ୍ ହେବାର ସମ୍ଭାବନା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!