Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରିଦାଶପୁର ବାସୀଙ୍କ ସହ ଅରୁଣ…

by Anil Panda
July 24, 2020
in Nayagarh, Politics
କ୍ରିଦାଶପୁର ବାସୀଙ୍କ ସହ ଅରୁଣ…
598
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କ୍ରିଦାଶପୁର ଗ୍ରାମପଂଚାୟତ ଅଧିବାସୀଙ୍କ ସହ ସବୁବେଳେ ଓ ସବୁ ସମୟରେ ରହିଥିବା ଆଜି ତାଙ୍କ ଭିସିରୁ ଜଣାଯାଇଛି । ଏହି ଅଂଚଳରେ ସରପଂଚ ଅନ୍ତର୍ଯ୍ୟାମୀ ଦାଶ, ଦଳ ସଭାପତି ପ୍ରଶାନ୍ତ ବେହେରା ଏବଂ ଦଳିୟ କର୍ମୀ ଏବଂ ସାଧାରଣ ଜନତାଙ୍କ ସହ ମନ୍ତ୍ରୀ ଦୀର୍ଘ ସମୟ ଭିସି ମାଧ୍ୟମରେ ଯୋଡ଼ି ହୋଇ ଅଂଚଳର ବିକାଶ, କରୋନା ସ୍ଥିତି ଏବଂ ସ୍ଥାନୀୟ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଛନ୍ତି । ଗ୍ରାମାଞ୍ଚଳରେ କିଭଳି କୃଷି କାର୍ଯ୍ୟ ଚାଲିଛି ସେ ସଂମ୍ପର୍କରେ ମଧ୍ୟ ପଚାରି ବୁଝି ଥିବା ବେଳେ ବୟସ୍କ ଏବଂ ଶିଶୁ ମାନଙ୍କୁ ବାହାରକୁ ନବାହାରିବା ପାଇଁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ବାହିନୀ ବ୍ଲକ କୋଅଡିନେଟର୍ ମନୋଜ କୁମାର ନାୟକ ପରିଚାଳନା କରିବା ସହ ଲାକେଙ୍କୁ ଭିସି ମାଧ୍ୟମରେ ଯୋଡ଼ିବା ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ଏହି ଭିସିରେ ସୂଦୂର ଆମେରିକା, ବେଙ୍ଗାଲୁର ଏବଂ ହାଇଦ୍ରାବାଦରେ ରହୁଥିବା ଜେମାଦେଇପୁର ଗ୍ରାମର ଲୋକ ଯୋଡ଼ି ହୋଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!