ନୟାଗଡ଼, (ବାଘୁଆବାର୍ତ୍ତା) : ସଦରଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚୟତ ଯଦୁପୁର ଗ୍ରାମରୁ ନିଖୋଜ ହୋଇଥିବା ନାବାଳିକର ଆଜି ଗ୍ରାମ ପରିସରରୁ ଶବ ଉଦ୍ଧାର କରାଯାଇଛି । ନୟାଗଡ଼ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଥିବା ବେଳେ ଏହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।