Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଞ୍ଚେଶ୍ୱର ଥାନା ASIଙ୍କୁ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
January 12, 2024
in Crime, State
ମଞ୍ଚେଶ୍ୱର ଥାନା ASIଙ୍କୁ ଆକ୍ରମଣ
80
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମଞ୍ଚେଶ୍ୱର ଥାନା ଅଞ୍ଚଳର ମହିଳା ASI ଅଞ୍ଜନା ବରାଳଙ୍କୁ ଆକ୍ରମଣ । ରାତିରେ DUTY କରୁଥିବା ସମୟରେ ଆକ୍ରମଣ । BMCର ଜଣେ କର୍ପୋରେଟର ଆକ୍ରମଣରେ ସାମିଲ ଥିବା ସୂଚନା । NHAI ବିନା ଅନୁମତିରେ ଚାଲିଥିଲା ପିଚୁ କାମ । ପିଚୁ କାମ ବନ୍ଦ କଲେ NHAI କର୍ତ୍ତୃପକ୍ଷ । କାମ ବନ୍ଦକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସକୁ ଠିକାଦାରଙ୍କ ଆକ୍ରମଣ । ସେପଟେ ASIଙ୍କୁ ଆକ୍ରମଣ କରି କର୍ପୋରେଟର ଅଟକ । ୨୯ ନମ୍ଵର କର୍ପୋରେଟର ଅପୂର୍ବ ରାଉତ । ସୂଚନାଥାଉକି, NH-1 ବିନା ଅନୁମତିରେ ମଞ୍ଚେଶ୍ୱର ଅଞ୍ଚଳରେ କରୁଥିଲେ ରାସ୍ତା କାମ । ମଞ୍ଚେଶ୍ଵର ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ପୋଲିସ । ତେବେ ଏହି ସମୟରେ ମହିଳା ASI ଅଞ୍ଜନା ବରାଳଙ୍କୁ ଆକ୍ରମଣ କରିଥିଲେ କିଛି ଲୋକ । ଏହି ଘଟଣାରେ ସାମିଲ ଥିଲେ କର୍ପୋରେଟର । ତେବେ ଘଟଣା ସ୍ଥଳରୁ ଅନ୍ୟ ଜଣେ କର୍ପୋରେଟର ଫେରାର ହୋଇଯାଇଛନ୍ତି । ତେବେ ଅଟକ କର୍ପୋରେଟରଙ୍କ ବିରୋଦ୍ଧରେ ରହିଛି ଏକାଧିକ ସଙ୍ଗିନ ମାମଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!