Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ

by ସଞ୍ଜୟ ସ୍ୱାଇଁ
December 23, 2023
in Crime, State
କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ
193
VIEWS
Share on FacebookShare on Twitter

ବାଲେଶ୍ଵର, (ବାଘୁଆବାର୍ତ୍ତା): କନଷ୍ଟେବଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ହୋମଗାର୍ଡ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ଵରରେ । ମହିଳା ହୋମଗାର୍ଡ ଜଣଙ୍କ ରିଜର୍ଭ ପୁଲିସ ଲାଇନ୍ ସଂସ୍କୃତି ଭବନରେ ଡ୍ୟୁଟିରେ କାର୍ଯ୍ୟରତ ଥିବା ବେଳେ କନଷ୍ଟେବଳ ଅଲିଫ କୁମାର ଦାସ ତାଙ୍କୁ ଅଶାଳୀନ ବ୍ୟବହାର ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହିଳା ହୋମଗାର୍ଡ ଜଣକ ଗତ ସେପ୍ଟେମ୍ବର ୨୨ରେ ସ୍ଥାନୀୟ ଆରଆଇଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅସହାଚରଣ ନେଇ ଗତ ୩ ଅକ୍ଟୋବରରେ ସହଦେବ ଖୁଣ୍ଟା ଥାନା ରେ ଅଭିଯୋଗ ଆଣିଥିଲେ ଏପରିକି ଡାକ ଯୋଗେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଜଣାଇ ଥିଲେ । କିନ୍ତୁ ପୁଲିସ୍ କୌଣଷି ପଦକ୍ଷେପ ନନେବା ଯୋଗୁଁ ବାଧ୍ୟ ହୋଇ ମହିଳା ହୋମଗାର୍ଡ ଜଣକ ନ୍ୟାୟ ପାଇଁ ଜିଲ୍ଲା ସ୍ଵତନ୍ତ୍ର ଏସସି,ଏସ ଟି କୋର୍ଟ ରେ ମାମଲା ରୁଜୁ କରିଛନ୍ତି । ଅନ୍ୟପଟେ ମାମଲାକୁ ଚପାଇବା ପାଇଁ କନଷ୍ଟେବଳ ସଂଘର ସଭାପତି ହାବିଲଦାର ମାନସ କୁମାର ପାଣିଗ୍ରାହୀ ମହିଳା ହୋମଗାର୍ଡଙ୍କୁ ବାରମ୍ବାର ଚାପ ପ୍ରୟୋଗ କରିବା ସହ ମହିଳା ହୋମଗାର୍ଡଙ୍କୁ ଜାତି ଲଗାଇ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାରେ ନ୍ୟାୟ ନପାଇଲା ପର୍ଯ୍ୟନ୍ତ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମହିଳା ହୋମଗାର୍ଡ ଜଣକ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!