Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲୁଛି ଆତଙ୍କୀ ବୁଖାରୀର ଗୁମର, ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ

by ସଞ୍ଜୟ ସ୍ୱାଇଁ
December 20, 2023
in Crime, State
ଖୋଲୁଛି ଆତଙ୍କୀ ବୁଖାରୀର ଗୁମର, ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ
69
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନୀ ବୁଖାରୀର ଗୁମର । ୫ଦିନିଆ ରିମାଣ୍ଡରେ ଆଣି ଚାଲିଛି ଝାଳବୁହା ଜେରା । ପ୍ରଥମ ଦିନରେ ବୁଖାରୀକୁ ଗୁଡେଇ ତୁଡେଇ ଜେରା କରିଛି କ୍ରାଇମବ୍ରାଞ୍ଚ STF । ପ୍ରଥମଦିନରେ ୨୦ ପ୍ରଶ୍ନ କରିଥିଲା STF ଓ IB ଟିମ୍ । ଟେରର ଫଣ୍ଡିଂ, ଟେରର ଲିଙ୍କ୍, ଲଭ୍ ଜିହାଦ ନେଇ ଜେରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। କେବଳ ଏତିକି ନୁହେଁ ପାକିସ୍ତାନ, ନେପାଳ ସମେତ ବିଭିନ୍ନ ଦେଶର ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ ମଧ୍ୟ କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି । ୬ଟି ବ୍ୟାଙ୍କ ଆକାଉଣ୍ଟର ଟ୍ରାଞ୍ଜାକ୍ସନ ନେଇ ହୋଇଛି ଜେରା। ସେପଟେ ଅଭିଯୁକ୍ତକୁ ଅଧିକ ଜେରା ପାଇଁ ଭୁବନେଶ୍ବରରେ ପହଂଚିଛନ୍ତି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପଞ୍ଜାବ ପୋଲିସ ଟିମ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!