ଭୁବନେଶ୍ଵର, (ବାଘୁଆବାର୍ତ୍ତା): RWSS ସହକାରୀ ଯନ୍ତ୍ରୀ ସୁନୀଲ ପାଢ଼ୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ସୁନୀଲଙ୍କୁ ଗିରଫ କରିଛି । ଗୁରୁବାର ସୁନୀଲଙ୍କର ୫ଟି ସ୍ଥାନରେ ଥିବା ଘରେ ଚଢାଉ ହୋଇଥିଲା । ଚଢାଉ ବେଳେ ସୁନୀଲ ଛାତ ଡେଇଁ ପଳାଇଥିବା ଭିଜିଲାନ୍ସ କହିଥିଲା ।