Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଏସ୍‌ଇ ପରୀକ୍ଷା, ଅଭିପ୍‌ସା ଦଶପଲ୍ଲା ଟପ୍ପର

by Anil Panda
July 16, 2020
in Feature News
ସିବିଏସ୍‌ଇ ପରୀକ୍ଷା, ଅଭିପ୍‌ସା ଦଶପଲ୍ଲା ଟପ୍ପର
62
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା) : ଦଶପଲ୍ଲାର ବି.ବି. ସେଣ୍ଟ୍ରାଲ ଏକାଡେମୀ ବିଦ୍ୟାଳୟର ଚଳିତ ବର୍ଷ ପ୍ରଥମ ବ୍ୟାଚ୍ ପିଲା ୯ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ସର୍ବୋଚ୍ଚ ୯୪.୮ ପ୍ରତିଶତରୁ ସର୍ବନିମ୍ନ ୭୨ ପ୍ରତିଶତ ନମ୍ବର ରଖି ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଭିପ୍‌ସା ସାହୁ ୯୪.୮ ପ୍ରତିଶତ ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ସୋନାଲି ବେହେରା ୯୨.୬ ପ୍ରତିଶତ, ଯୁଗାଂଶୁ ପ୍ରଧାନ ୯୧.୮ ପ୍ରତିଶତ, ଏମ୍ ପ୍ରକାଶ ଦଳବେହେରା ୯୧.୪ ପ୍ରତିଶତ, ଅଙ୍କିତା ପ୍ରିୟଦର୍ଶିନୀ ୯୦ ପ୍ରତିଶତ ନମ୍ବର ରଖିଛନ୍ତି । ଅନ୍ୟ ୪ଜଣ ମଧ୍ୟ ୮୫ ରୁ ୭୨ ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କର ଏହି ସଫଳତା ପଛରେ ବିଦ୍ୟାଳୟର ଅଧ୍ୟକ୍ଷା ଏବଂ ପରିଚାଳନା କମିଟି ମୁଖ୍ୟ ବିରଞ୍ଚି ନାରାୟଣ ରଥଙ୍କର ବଳିଷ୍ଠ ଅବଦାନ ରହିଥିବା ଛାତ୍ରଛାତ୍ରୀମାନେ କୁହନ୍ତି । ଏହି ସଫଳତା ପାଇଁ ଅଭିଭାବକ ତଥା ଦଶପଲ୍ଲା ଅଞ୍ଚଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବା ସହ ବିଦ୍ୟାଳୟର ଗୌରବ ବୃଦ୍ଧି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!