ନୟାଗଡ଼, (ବାଘୁଆବର୍ତ୍ତା) : ନୟାଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୧୧ ନଂ ଓ ୧୨ ନଂ ୱାର୍ଡ଼ର ବିଭିନ୍ନ ଲେନରେ ଜିଲ୍ଲାପ୍ରଶାସନ ତରଫରୁ ଲଗାଯାଇଥିବା କଣ୍ଟେନମେଣ୍ଟ କଟକଣା ଆଜି ହଟେଇ ଦିଆଯାଇଛି। ଏଥି ସହିତ ଡିଆନବନ୍ଧ ସାହିରୁ ମଧ୍ୟ କଣ୍ଟେନମେଣ୍ଟ ହଟିଛି । ଜିଲ୍ଲାପାଳ ଡ. ପୋମା ଟୁଡୁ ଏନେଇ ବିଜ୍ଞପ୍ତି ଜାରି କରିଥିବା ଜଣାଯାଇଛି।





