Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଳଭଦ୍ରପ୍ରସାଦ ପଂଚାୟତ ସଟଡାଉନ ଘୋଷଣା

by Anil Panda
July 12, 2020
in Breaking
ବଳଭଦ୍ରପ୍ରସାଦ ପଂଚାୟତ ସଟଡାଉନ ଘୋଷଣା
36
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବର୍ତ୍ତା) : ନୟାଗଡ଼ ଜିଲ୍ଲା  ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ନବଗଠିତ ବଳଭଦ୍ରପ୍ରସାଦ ଗ୍ରାମ ପଂଚାୟତରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରପଂଚ ସସ୍ମିତା ଦାସ ନିଜ ପଂଚାୟତକୁ ସଟ ଡାଉନ ଘୋଷଣା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତିା ସଂକ୍ରମଣ ଆଶଙ୍କା କରି ଶ୍ରୀମତୀ ଦାସ ଆକ୍ରାନ୍ତଙ୍କ ସଂଶ୍ପର୍ସରେ ଆସିଥିବା ପଂଚାୟତର ୧୨୩ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ତେଣୁ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଆସନ୍ତା କାଲି ଅର୍ଥାତ ସୋମବାର ଦିନ ସକାଳ ୭ରୁ ବୁଧବାର ଦିନ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପଂଚାୟତ ସଟ୍‌ ଡାଉନ ରହିବ ।  ନୂଆପଡ଼ା ମୌଜା ସମେତ ବଳଭଦ୍ରପ୍ରସାଦ, ଗୌଡ଼ପାଟଣା ଓ ଦୁଃଖାପଲ୍ଲୀ ଗ୍ରାମକୁ ମଧ୍ୟ ସଟ ଡାଉନ ଘୋଷଣା କରାଯିବା ସହ ସମସ୍ତ ମୁଖ୍ୟ ରାସ୍ତାକୁ ସିଲ୍‌ କରି ଦିଆଯାଇଛି ଏବଂ କେହି ବାହାରକୁ ବାହାରି ପାରିବେ ନାହିଁା ପୁଲିସ ପକ୍ଷରୁ ଏ ନେଇ ମଧ୍ୟ କଡ଼ା ଯାଂଚ କରାଯିବା ସହ ବାହାର ଲୋକ ଯେପରି ନିଜ ପଂଚାୟତରେ ପ୍ରବେଶ ନ କରିବେ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇ କହିଛନ୍ତିା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!