Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’କୁ ହତ୍ୟା କଲା ପୁଅ

by ସଞ୍ଜୟ ସ୍ୱାଇଁ
November 15, 2023
in Crime, State
ମା’କୁ ହତ୍ୟା କଲା ପୁଅ
107
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ମଙ୍ଗଳପୁର ଗାଁରେ ଅଭାବନୀୟ ଘଟଣା । ଭୁଲିଗଲା ସ୍ନେହ ଆଉ ମମତା । ଜନ୍ମ କଲା ମାଆଙ୍କୁ ହତ୍ୟା କରିବାକୁ ବି ପଛାଇଲାନି ହାତ । ଶେଷରେ ମାକୁ ହତ୍ୟା କରିଦେଲା ପୁଅ । ମୃତକଙ୍କ ନାମ ସତ୍ୟଭମା ବେହେରା ବୋଲି ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ ମଙ୍ଗଳପୁର ଗାଁର ସ୍ୱର୍ଗତ ରଘୁନାଥ ବେହେରାଙ୍କ ମଝିଆଁ ପୁଅ ବନମାଳୀ ବେହେରା । ଯିଏ ନିଜର ଜନ୍ମ ମାକୁ ହତ୍ୟା କରିଛି । ୭୧ ବର୍ଷୀୟ ବୃଦ୍ଧା ସତ୍ୟଭମା ବେହେରାଙ୍କ ମୃତ୍ୟୁ ହୋଇଛି । ବନମାଳୀ ଏକ ଧାରୁଆ ଅସ୍ତ୍ରରେ ଅତି ଅମାନୁଷିକ ଭାବେ ମାକୁ ହତ୍ୟା କରିଛି । ଘରେ କେବଳ ମାଆ ଓ ପୁଅ ରହୁଥିଲେ । ପୁଅ ବନମାଳୀ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଏବଂ ଅଧିକାଂଶ ସମୟ ନିଶା ଖାଇ ଘରକୁ ଆସନ୍ତି ବୋଲି ଝିଅ ପ୍ରମିଳା ବେହେରା ସୂଚନା ଦେଇଛନ୍ତି । ତେବେ ବନମାଳୀ ମାନସିକ ରୋଗୀ ହୋଇଥିବା ଯୋଗୁଁ ତାର ସ୍ତ୍ରୀ ଓ ପିଲାମାନେ ଦୀର୍ଘ ବର୍ଷ ଧରି ଶାଶୁଘର ଛାଡି ଅଲଗା ରହୁଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!