Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ମେଡିକାଲରୁ ସ୍କୁଟି ଚୋରି, ଯୁବକ ଅଟକ

by ସଞ୍ଜୟ ସ୍ୱାଇଁ
November 14, 2023
in Crime, Nayagarh, State
ନୟାଗଡ଼ ମେଡିକାଲରୁ ସ୍କୁଟି ଚୋରି, ଯୁବକ ଅଟକ
580
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦିନ ଦ୍ୱିପହରେ ସ୍କୁଟି ଚୋରି । ଗତକାଲି ନୟାଗଡ଼ ମେଡିକାଲ ପରିସରରୁ ଏକ ସ୍କୁଟି ଚୋରି ହୋଇଥିଲା । ନୟାଗଡ଼ ଟାଉନ ଥାନା ପକ୍ଷରୁ ଚଢ଼ଉ କରାଯାଇ ଜଣେ ଯୁବକକୁ ଅଟକ ରଖାଯାଇଛି । ସୁଚନାନୁସାରେ ଗତ କାଲି ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଟୁବନ୍ଧ ପଞ୍ଚାୟତର ଜାମୁସାହି ଗ୍ରାମର ରବିନ୍ଦ୍ର ସେଠି ତାଙ୍କ ପତ୍ନୀଙ୍କୁ ଧରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହୋଇସାରିବା ପରେ ତାଙ୍କ ଗାଡ଼ି ଆଉ ପାଇନଥିଲେ । ସେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଟାଉନ ଥାନା ପୋଲିସ ତତ୍‌କ୍ଷଣାତ୍ ପଦକ୍ଷେପ ନେଇ ଜଣଙ୍କୁ ଅଟକ ରଖିଛି । ଟାଉନ ଥାନା ସବ୍ ଇନିସ୍‌ପେକ୍ଟର ଧର୍ମେନ୍ଦ୍ର ଶିଆଳ ସିସି ଟଭି ଯାଞ୍ଚ କରି ୨୪ ଘଣ୍ଟା ପୂର୍ବରୁ ଆସାମିକୁ ଧରିବାରେ ସଫଳ ହୋଇଛନ୍ତି । ଦଶପଲ୍ଲା ତ୍ରିନାଥ ବଜାର ମାଟିଆ ପ୍ରଧାନଙ୍କ ପୁଅ ଆନନ୍ଦ ପ୍ରଧାନ ଏବେ ନୟାଗଡ଼ ଟାଉନ ଥାନାରେ ଅଟକ ଅଛନ୍ତି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!