ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ଯେଉଁ ହାରରେ ବୃଦ୍ଧି ପାଉଛି ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଜିଲ୍ଲାରୁ ଆଜି ୧୮ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ପୂର୍ବ ୧୬୪ ସୁସ୍ଥଙ୍କୁ ମିଶାଇ ଏହି ସଂଖ୍ୟା ୧୮୨ରେ ପହଂଚିଥିବା ଜଣାଯାଇଛି ।





