Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ନ ଉଠାଇ ହିନ ରାଜନୀତି କରୁଛି ବିଜେପି : ସସ୍ମିତ

by ସଞ୍ଜୟ ସ୍ୱାଇଁ
October 12, 2023
in Politics, State
ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି : ସସ୍ମିତ
50
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶଙ୍ଖ ଭବନରେ ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନ ଉପରେ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିରୋଧି ଦଳ ପାଖରୁ ଆଜି ସୂଚନା ଦିଆଯାଇଛି ଓଡିଶାର ବିଜେପିର ୨୨ ବିଧାୟକମାନେ ଦିଲ୍ଲୀ ଯିବେ। ତେବେ ଦିଲ୍ଲୀରେ ରାଜନୀତି ନକରି ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି ବୋଲି ବିଜେଡ଼ି ସାଂସଦ ଡ.ସସ୍ମିତ ପାତ୍ର କହିଛନ୍ତି। ସମ୍ବଲପୁରର ୫୫ ନମ୍ବର ଜାତୀୟ ରାଜପଥ ମରାମତି , ଚାଷୀ ମାନଙ୍କୁ ଫସଲବୀମା ଯୋଜନାରେ ଏମଏସପି ପ୍ରଦାନ, ଓଡିଶା ଚାଷୀଙ୍କ ସାର ସମସ୍ୟା, ସ୍ୱାମୀନାଥନ୍ କମିଟିର ରିପୋର୍ଟ ସମ୍ପର୍କରେ ଉତ୍ତଥାପନ କରନ୍ତୁ । ଏହା ସହ ଓଡିଶାର ବିପର୍ଯ୍ୟସ୍ତ ଟେଲିକମ୍ ସେବା , ବ୍ୟାଙ୍କ ସେବା, ପ୍ରଧାନମନ୍ତ୍ରୀ ଆବାସ ଘର ସମସ୍ୟା ବିଷୟରେ ଉତ୍ତଥାପନ କରନ୍ତୁ । ଏହା ସହ ବିଜେପି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ସମସ୍ୟାର ଦାବି ଉତ୍ତଥାପନ କରୁ । ଓଡିଶାର ନ୍ୟାୟ ଏବଂ ସମସ୍ୟା ସମ୍ବନ୍ଧରେ ଆଲୋଚନା କଲେ ଭଲ ହେବ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!