ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ସୁସ୍ଥଙ୍କ ସଂଖ୍ୟାରେ ଆଉ ୩ ଯୋଡ଼ି ହୋଇଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ ଆଜି ନୟାଗଡ଼ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାର ମୋଟ ସୁସ୍ଥ ସଂଖ୍ୟା ୧୩୬ରେ ପହଂଚିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩ ହୋଇଥିବା ବେଳେ ଆଉ ୩୭ ଜଣ ଚିକିତ୍ସାଧିନ ଥିବା ଜଣାଯାଇଛି ।





