Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ୍ୟାନ୍ସ ବାରରେ ଦେହ ବେପାର, ଆକ୍ସନ ମୁଡ୍‌ରେ ପୋଲିସ, ଦୁଇ ଜଣଙ୍କୁ ଉଠାଇ ନେଲା

by ସଞ୍ଜୟ ସ୍ୱାଇଁ
October 8, 2023
in Crime, State
ରାତିରେ ବାର୍‌ରେ ଯୁବତୀଙ୍କୁ ଦିଆଯାଉଛି ନିର୍ଯ୍ୟାତନା, ଥାନାରେ ମାମଲା
208
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଥିବା ଡ୍ୟାନ୍ସ ବାରରେ ଯୁବତୀଙ୍କୁ ଦେହ ବେପାରରେ ଲଗାଯିବା ଅଭିଯୋଗ ଘଟଣାରେ ତନାଘନା ଆରମ୍ଭ । ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ବାର ଡ୍ୟାନ୍ସର ଯୁବତୀଙ୍କ ଏତଲା ପରେ ଆକ୍ସନ ମୋଡରେ ପୋଲିସ୍ । ଅନେକ ଅକୁହା କଥା କହିଥିଲେ ବାର୍‌ରେ ଡ୍ୟାନ୍ସ କରୁଥିବା ଦୁଇ ଯୁବତୀ । ଦିନ ପର‌୍ୟ୍ୟନ୍ତ ଡ୍ୟାନ୍ସ ବାର ଚାଲୁଥିବା କ୍ଷୋଭର ସହ କହିଥିଲେ ଡ୍ୟାନ୍ସର । ଜୋର ଜବରଦସ୍ତ ସେମାନଙ୍କୁ ଦେହ ବେପାର ପାଇଁ ବାଧ୍ୟ କରୁଥିଲେ ମାଲିକ । ସେକ୍ସ ୱାର୍କ ନକଲେ କାମ କରିବାକୁ ଦେଉ ନଥିଲେ ମାଲିକ । ଅଶୋକ ନଗର ଅଞ୍ଚଳରେ ଥିବା ରଙ୍ଗିଲା ବାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବାର୍ ଡ୍ୟାନ୍ସର । ଏପରିକି ଲେଡିଜ ଚେଞ୍ଜିଙ୍ଗ ରୁମ ଭିତରକୁ ଗାରାଖଙ୍କୁ ଛାଡ଼ୁଥିଲେ ମାଲିକ । ୨ ବାର ଡ୍ୟାନ୍ସର କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଗତକାଲି ମଧ୍ୟ ଅନ୍ୟ ଦୁଇଜଣଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!