ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା ବିଜେଡି ନେତାଙ୍କୁ ନୂଆ ଦାୟିତ୍ଵ। ନେତ୍ରାନନ୍ଦ ଶବର ହେଲେ ବିଜୁ ଛାତ୍ର ଜନତା ଦଳର ସଭାପତି। ସେହିପରି ଅବିନାଶ ବିଶୋଇ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି, ରଣଜିତ ରାୟ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ପର୍ୟ୍ୟବେକ୍ଷକ, ସର୍ମିଷ୍ଠା ପାଢୀ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।





