Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ ହରିହରପୁର ସେବା ସମବାୟ ସମିତିର ଉପସଭାପତିଙ୍କ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
September 29, 2023
in Breaking, Nayagarh
ଭିଜିଲାନ୍ସ ଜାଲରେ ହରିହରପୁର ସେବା ସମବାୟ ସମିତିର ଉପସଭାପତିଙ୍କ ସ୍ୱାମୀ
789
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଭିଜିଲାନ୍ସ ଜାଲରେ ସୋସାଇଟି ଉପ ସଭାପତିଙ୍କ ସ୍ୱାମୀ l କୃଷି ଲୋନ କରିଦେବା ପାଇଁ 4 ହଜାର ଟଙ୍କା ନେଉଥିଲେ ଲାଞ୍ଚ l ନୟାଗଡ ଜ଼ିଲ୍ଲା ହରିହରପୁର ସୋସାଇଟି ର ସେକେଟାରୀ କୃଷ୍ଣ ଚନ୍ଦ୍ର ନାୟକ l ସୋସାଇଟି ମାଧ୍ୟମରେ ସରକାର କୃଷି ଲୋନ ଦେବାକୁ ନିୟମ କରିଥିଲେ l ଅସୁରୀଢିପା ଗାଁ ଅଜୟ କୁମାର ଦାସ କୁ କୃଷି ଲୋନ ଦେବାକୁ ସୋସାଇଟି ସେକେଟ୍ରେରୀ 4 ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ l ଆଜି ଶରଣକୁଳ ଲଡ଼ୁବାବା ମନ୍ଦିର ନିକଟରେ ଅଜୟ ଟଙ୍କା ଦେବାକୁ ଫୋନ କରିଥିଲେ l ସେକେଟ୍ରାରୀ ହରିହରପୁର ସୋସାଇଟି ର ଉପ ସଭାପତିଙ୍କ ସ୍ୱାମୀ ସୁକାନ୍ତ ବେହେରାକୁ ଦେବାକୁ କହିଥିଲେ l ସନ୍ଧ୍ୟା ସମୟରେ ଅଜୟ ସୁକାନ୍ତ କୁ 4 ହଜାର ଟଙ୍କା ଲାଞ୍ଚ ଦେବାବେଳେ ନୟାଗଡ ଭିଜିଲାନ୍ସ ଟିମ ମାଡି ବସିଥିଲା l ସାଙ୍ଗେ ସାଙ୍ଗେ ନୟାଗଡ ଅଫିସକୁ ଆଣିଥିଲେ l ଲାଞ୍ଚ ମାଗିଥିବା ସୋସାଇଟି ସେକେଟ୍ରାରୀ କୁ ୨ ଟି ଟିମ ଗଠନ କରି ଭିଜିଲାନ୍ସ ଟିମି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଭିଜିଲାନ୍ସ ଡ଼ିଏସସ୍ପି ପ୍ରତ୍ୟୁଷ ମହାପାତ୍ର ସୂଚନା ଦେଇଛନ୍ତି l

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!