Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ଭଡ଼ା ନେବାକୁ ଆସି ପାଣି ମାଗିଲେ, ମହିଳାଙ୍କୁ ମାଡ଼ ମାରି କଳାକନା ବୁଲାଇଲେ

by ସଞ୍ଜୟ ସ୍ୱାଇଁ
September 17, 2023
in Crime, Nayagarh, State
ଘର ଭଡ଼ା ନେବାକୁ ଆସି ପାଣି ମାଗିଲେ, ମହିଳାଙ୍କୁ ମାଡ଼ ମାରି କଳାକନା ବୁଲାଇଲେ
1.7k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଜଗନ୍ନାଥମନ୍ଦିର ତଥା ଭିଜିଲାନ୍ସ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରୁ ସୁନା ଅଳଙ୍କାର ଡକାୟତୀ ହୋଇଛି । ରବିବାର ସଂନ୍ଧ୍ୟାରେ ୩ ଜଣ ଦୁବୁର୍ତ୍ତ ସ୍ୱର୍ଗତ ସଦାଶିବ ଦେଓଙ୍କ ଘରେ ପଶି କଳାକନା ବୁଲାଇଛନ୍ତି । ସ୍ୱର୍ଗତ ଦେଓଙ୍କ ପôତୀ ଉର୍ମିଳା ଦେଓ ଉକ୍ତ ଘରେ ଏକାକୀ ରହୁଥିଲେ । ସଂନ୍ଧ୍ୟାରେ ଦୁବୁର୍ତ୍ତମାନେ ଘର ଭଡ଼ା ନେବା ବାହାନାରେ ଘରକୁ ଆସିଥିଲେ । ମହିଳାଙ୍କ ସହ ଘରଭଡ଼ା ବାବଦ କଥାବାର୍ତ୍ତା ହେବା ପରେ ପିଇବା ପାଇଁ ପାଣି ମାଗିଥିଲେ ।

ଏହି ସମୟରେ ଉକ୍ତ ଦୁବର୍ତ୍ତ ମହିଳାଙ୍କୁ ମାଡ଼ ମାରି ବେକରେ ଥିବା ସୁନା ଅଳଙ୍କାର ଛିଣ୍ଡାଇ ନେଇଥିଲେ । ପରେ ତାଙ୍କୁ ଭୟଭୀତ କରି ଘରେ ଥିବା ଅନ୍ୟ ସୁନା ଅଳଙ୍କାର ଏବଂ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ନୟାଗଡ଼ ସହରରେ ସଂନ୍ଧ୍ୟା ସମୟରେ ଡକାୟତୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଖବରପାଇ ନୟାଗଡ଼ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ମହିଳାଙ୍କ କାନ ଫାଟି ଯାଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!