Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସବିଆଇ ତରଫରୁ ସହୀଦ ଚନ୍ଦ୍ରକାନ୍ତଙ୍କ ପରିବାର କୁ ୩୦ ଲକ୍ଷ ର ଚେକ୍ ପ୍ରଦାନ

by Anil Panda
June 26, 2020
in Lifestyle
ଏସବିଆଇ ତରଫରୁ ସହୀଦ ଚନ୍ଦ୍ରକାନ୍ତଙ୍କ ପରିବାର କୁ ୩୦ ଲକ୍ଷ ର ଚେକ୍ ପ୍ରଦାନ
45
VIEWS
Share on FacebookShare on Twitter

ରାଇକିଆ  (ବାଘୁଆବାର୍ତ୍ତା) :  ଗଲବନ ଉପତ୍ୟକା ରେ ଚୀନ ସୈନିକ ଙ୍କ ସହିତ ସଂଘର୍ଷ ରେ ସହୀଦ ହୋଇଥିବା ରାଇକିଆ ବ୍ଲକର ବିଏରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଙ୍କ ପରିବାର କୁ ଶୁକ୍ରବାର ଏସବିଆଇ ତରଫରୁ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଏହି ଅର୍ଥ ଚନ୍ଦ୍ରକାନ୍ତ ଙ୍କ ପରିବାର ବର୍ଗ ଙ୍କ ଉପସ୍ଥିତିରେ ମା ବିଳାସିନୀ ପ୍ରଧାନ ଙ୍କୁ ପ୍ରଦାନ କରିଛନ୍ତି । ଫୁଲବାଣୀ ଆଞ୍ଚଳିକ ପ୍ରବନ୍ଧକ ବି .କେ .ମନ୍ଧାତା ଏବଂ ପାବୁରିଆ ଷ୍ଟେଟ ବ୍ୟାଙ୍କ ଶାଖା ର କର୍ମଚାରୀ ଚନ୍ଦ୍ରକାନ୍ତ ଙ୍କ ପରିବାର ଙ୍କୁ ଭେଟି ଆଶ୍ୱାସନା ଦେବା ସହ ଚେକ ପ୍ରଦାନ କରିଥିଲେ । ଶହୀଦ ଯବାନ ଙ୍କ ପରିବାରଙ୍କୁ ଏସବିଆଇ ତରଫରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଫୁଲବାଣୀ ଜୋନ ତରଫରୁ ତ୍ୱରିତ ପଦକ୍ଷେପ ନିଆ ଯାଇ ଖୁବ୍ କମ୍ ସମୟ ମଧ୍ୟ ରେ ଅର୍ଥ ପ୍ରଦାନ କରାଯାଇଥିବା ଆଞ୍ଚଳିକ ପ୍ରବନ୍ଧକ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!