Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋ ପୁଅ ଲଢ଼ିବ କଂଗ୍ରେସରୁ : ସୁର ରାଉତରାୟ

by ସଞ୍ଜୟ ସ୍ୱାଇଁ
September 7, 2023
in Politics, State
ଶୈବ ପୀଠରେ ଗଞ୍ଜେଇ ନିଷେଧ, ସୁରଙ୍କ ପ୍ରତିବାଦ
248
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶେଷରେ ପୁଅକୁ ମନାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଲେ ଯଦି ମନ୍ମଥ ଲଢ଼ିବ କଂଗ୍ରେସରୁ ଲଢ଼ିବ ବୋଲି କହିଛନ୍ତି ସୁର । ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନାଇଁ ବୋଲି ସୁର କହିଛନ୍ତି । କାରଣ ମୋ ରକ୍ତରେ ରହିଛି କଂଗ୍ରେସ । ଗତ କିଛିଦିନ ତଳେ ବରିଷ୍ଠ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟରେ କହିଥିଲେ ପୁଅ ମୋର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବ ? ହେଲେ ମାସ କେଇଟା ଯାଇନି ବାପାଙ୍କ କଥାକୁ ଭୁଲ ପ୍ରମାଣିତ କରିଥିଲେ ପୁଅ ମନ୍ମଥ ରାଉତରାୟ । ବୁଧବାର କଂଗ୍ରେସରୁ ନିର୍ବାଚନ ଲଢିବେନି ସୁର ରାଉତରାୟଙ୍କ ପୁଅ ବୋଲି କହିଥିଲେ ମନ୍ମଥ ରାଉତରାୟ । ଅଲଗା ଦଳରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ମନମଥ । କିନ୍ତୁ ଏବେ ଘୋଷଣା କରିବେନି ବୋଲି ରୋକ୍‌ଠୋକ ମନା କରିଦେଇଛନ୍ତି । ଅକ୍ଟୋ ବର ମାସରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବାପାଙ୍କୁ ବହୁତ କିଛି ଦେଇଛି । କଂଗ୍ରେସ ଦଳ ହିଁ ବାପାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ସୁଯୋଗ ଦେଇଛି । ତେବେ ଏସବୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି ନିଜେ ସୁର ରାଉତରାୟ । ସ କହିଛନ୍ତି ଯେ, ମୋ ପୁଅ ଯଦି ଲଢିବ କଂଗ୍ରେସରୁ ଲଢିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!