Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସକୁ ଆକ୍ରମଣ କରିବାକୁ ଯାଇ ଫସିଲେ ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ

by ସଞ୍ଜୟ ସ୍ୱାଇଁ
September 2, 2023
in Crime, State
ପୋଲିସକୁ ଆକ୍ରମଣ କରିବାକୁ ଯାଇ ଫସିଲେ ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ
88
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ଲମତାପୁଟ ପୋଲିସକୁ ପୁଣି ସଫଳତା । ୨୫ କେଜି ଗଞ୍ଜେଇ ବୋଝେଇ କାର୍ ସହ ୨ ଅନ୍ତରାଜ୍ୟ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏହାସହ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଞ୍ଚନ୍ତି । ସେନେଇ ଛାନ୍‌ଭିନ୍ କରୁଛି ଲମତାପୁଟ ପୋଲିସ । ଜଲାପୁଟ ଅଞ୍ଚଳରୁ ବାଣରାଶିକୁ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସ ଜଲାପୁଟ ଅଭିମୁଖେ ଯାଉଥିବା ବେଳେ ଆଶାକିରଣ ହସ୍ପିଟାଲ ନିକଟରେ ଗଞ୍ଜେଇ ବୋଝେଇ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା ଲମତାପୁଟ ପୋଲିସ ।

କିନ୍ତୁ କାରଟି ପଛକୁ ପଛ ଯାଉଥିବା ଦେଖି ପୋଲିସ କର୍ମଚାରି ପିଛା କରିବା ଆରମ୍ଭ କରିଥିଲେ । ଡ୍ରାଇଭର ଜଣଙ୍କ କାର୍‌ରୁ ଓହ୍ଲାଇ ଫେରାର ହେବାକୁ ଚେଷ୍ଟା କରିଥିଲେ । ସେପଟେ ମାଫିଆମାନେ କାର୍ ସହାୟତାରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ଗାଡି ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ତଥାପି କାର୍‌ର ପିଛା କରିଥିଲା ପୋଲିସ ଗାଡି । ଶେଷରେ ଲିମାପୁଟ ଗାଁ ନିକଟରେ ମାଫିଆଙ୍କ ଗାଡିକୁ ଅଟକାଇବାରେ ସଫଳ ହୋଇଥିଲା ପୋଲିସ । ଆଉ କାର୍‌କୁ ଯାଞ୍ଚ କରିବାରୁ ୨୫ କେଜି ଗଞ୍ଜେଇ ମିଳିଥିଲା । ଏହାସହ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଲମତାପୁଟ ପୋଲିସ । ତେବେ ଗିରଫ ଦୁଇ ଜଣ ବାରଣାସୀ ଅଞ୍ଚଳର ବୀର ବାହାଦୂର ସିଂ ଏବଂ ସୌଥବ ସିଂ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!