Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଙ୍କଡ଼ା ପଥର ମାଫିଆଙ୍କ ଉପରେ ଉପଜିଲ୍ଲାପାଳ ଚଡ଼କ

by ସଞ୍ଜୟ ସ୍ୱାଇଁ
June 22, 2020
in Breaking, Crime, Feature News
ମାଙ୍କଡ଼ା ପଥର ମାଫିଆଙ୍କ ଉପରେ ଉପଜିଲ୍ଲାପାଳ ଚଡ଼କ
429
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ବେଆଇନ ମାଙ୍କଡ଼ା ପଥର ମାଫିଆଙ୍କ ପଥର ଚାଲାଣ ଉପରେ ଆଜି ଉପଜିଲ୍ଲାପାଳ ଚଡ଼କ ପଡ଼ିଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ଅପରାହ୍ନରେ ବେଆଇନ ମାଙ୍କଡା ପଥର ଚାଲାଣ ହେଉଥିବା ୨ଟି ଟ୍ରକକୁ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଜବତ କରିଛନ୍ତି । ଏଥିମଧ୍ୟରୁ ୨ଶହ ଖଣ୍ଡ ମାଙ୍କଡ଼ା ପଥର ଯାଉଥିବା ଓଆର୍ ୦୨ଇ ୦୫୧୧ ନମ୍ବର ବିଶିଷ୍ଟ ଟ୍ରକ ଠାରୁ ୩୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ଓଆର ୦୨ ଏଡବ୍ଲୁ ୫୪୦୨ ନମ୍ବର ବିଶିଷ୍ଟ ମିନିଟ୍ରକ ଜୋରିମାନା ଭରଣା କରିନଥିବାରୁ ଓଡ଼ଗାଁ ଥାନାରେ ଅଟକ ରହିଛି । ଯାହାକୁ ନେଇ ପଥର ମାଫିଆଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ନିୟମିତ ଚଢ଼ାଉ କରିବା ପାଇଁ ଓଡ଼ଗାଁ ବାସୀ ଦାବି କରିଛନ୍ତି । ସ୍ଥାନୀୟ ପ୍ରଶାସନର କୋହଳ ମନୋଭାବ ପାଇଁ ଏହି ଅଂଚଳରେ ବେଆଇନ ମାଙ୍କଡ଼ା ପଥର ଚାଲାଣ ବ୍ୟାପକ ବୃଦ୍ଧି ପାଇଥିବା ଆଲୋଚନା ହେଉଛି ।  ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଗତ ଦିନରେ ଉପଜିଲ୍ଲାପାଳ ରଣପୁର ଅଂଚଳରେ ଚଢ଼ାଉ କରି ବହୁ ଗାଡ଼ି ଧରିବା ସହ ଜୋରିମାନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!