Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଫ ସିରପ ସହିତ ମଦ ଜବତ, ଗାଡି ସହ ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
August 31, 2023
in Crime, Nayagarh, State
କଫ ସିରପ ସହିତ ମଦ ଜବତ, ଗାଡି ସହ ଜଣେ ଗିରଫ
535
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଳ୍ଲା ଥାନାକୁ ମିଳିଛି ସଫଳତା । ଗାଡି ସହ କଫ ସିରପ, ମଦ ଓ କିଛି ନିଶା ଔଷଧ ଦଶପଲ୍ଲା ପୁଲିସ ଜବତ କରିଛି । ଗତ କାଲି ଦଶପଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଘୋଳାହାଣ୍ଡି ଛକଠାରେ ଚଢ଼ଉ କରିଥିଲେ । ତାଙ୍କ ଠାରୁ ୨୩ ଗୋଟି କଫ ସିରପ ବଟଲ ଜବତ କରିଥିବା ସହ ୬ ଗୋଟି କିଙ୍ଗଫିସର ବିୟର, ୯ ଗୋଟି ବ୍ଲାକ ବାକାଇଟ, ୬ ଗୋଟି ମାକଡୁଏଲ ଓ କିଛି ନିଶା ଔଷଧ ଜବତ କରିଥିଲେ । ଏଥି ସହିତ ଓଡି ୨୫ ଏଚ ୦୪୯୪ ଗ୍ଲାମର ମଟର ସାଇକେଲ ଗାଡିକୁ ଜବତ କରାଯାଇଛି । ଦଶପଲ୍ଲା ଥାନା ଘୋଳାହାଣ୍ଡି ନୂଆ ସାହିର ଭିକାରି ପ୍ରଧାନଙ୍କ ପୁଅ ଶଙ୍କର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି । ଦଶପଲ୍ଲା ଥାନା କେସ ନଂ ୨୧୭/୨୩ ରେ ମାମଲା ରୁଜ କରାଯାଇ ଆସାମୀକୁ କୋର୍ଟ ଫରୁୱାର୍ଡ କରାଯାଇଥିବା ଥାନା ସୁତ୍ରରୁ ଜଣା ପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!