ନୟାଗଡ଼, (ବାଘୁଆବାର୍ତ୍ତା): ଅନ୍ୟ ଜଣେ ସାଲବେଗ ନୟାଗଡ଼ ଜିଲ୍ଲାର ଇଟାମାଟି ନାରାୟଣପାଟଣା ସାହିର ଆଫ୍ତାଙ୍କ ଡାକ ଶୁଣିଛନ୍ତି ମହାବାହୁ ଜଗ୍ନନ୍ନାଥ । ଗୁହାରୀ ଶୁଣିଛନ୍ତି ସୁପ୍ରିମ୍କୋର୍ଟ । ରଥଯାତ୍ରା ପାଇଁ ରାଜ୍ୟ ସରକାର ପକ୍ଷ ହେବା ସହ କେନ୍ଦ୍ର ସରକାର ସମର୍ଥନ ହେବା ପରେ ସୁର୍ପମକୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଜଗନ୍ନାଥଙ୍କ ମହିମା ପୁଣିଥରେ ପ୍ରମାଣିତ ହୋଇଥିବା ବେଳେ ଯବାନ ଭକ୍ତ ଆଫ୍ତାବ୍ଙ୍କ ପାଇଁ ନନ୍ଦିଘୋଷ ଗଡ଼ିଲା ବୋଲି ଆଲୋଚନା ହେଉଛି ।





