Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଖୋଜ ହୋଇଗଲେକି ସବ୍ ଇନିସପେକ୍ଟର କାଜଲ ?

by ସଞ୍ଜୟ ସ୍ୱାଇଁ
August 26, 2023
in Crime, State
ନିଖୋଜ ହୋଇଗଲେକି ସବ୍ ଇନିସପେକ୍ଟର କାଜଲ ?
199
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): କେଉଠି ଓ କେମିତି ଅଛନ୍ତି ସଇଁନ୍ତଳା ଥାନା ଏସଆଇ କାଜଲ ବାଗ୍ । ୨୩ ତାରିଖରେ ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସିତ ହେବାକୁ ଆସିଥିଲେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ । ହେଲେ ଆଜି ପର୍ଯ୍ୟନ୍ତ ନା ଡାକ୍ତର ଖାନାରେ ରହି ହୋଇଛନ୍ତି ଚିକିତ୍ସିତ ନା କେଉଁଠି ଅଛନ୍ତି ତାହାର ପତ୍ତା ଦେଉଛି ପୋଲିସ । ସେପଟେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପକ୍ଷରୁ କାଜଲଙ୍କ ମିଶିଂ ରିପୋର୍ଟ ଦିଆଯାଇଛି ହସ୍ପିଟାଲ ଫାଣ୍ଡିରେ । ସେପଟେ ଏବେ ମଧ୍ୟ ପୋଲିସକୁ ପୋଲିସ ଘଣ୍ଟ ଘୋଡାଇବାରେ ବ୍ୟସ୍ତ । ଡାକ୍ତର ଖାନାରେ ଥିବା ଶୁକ୍ରବାର ମିଛ ପ୍ରତିକ୍ରିୟା ଦେଇଛନ୍ତି ବଲାଙ୍ଗୀର ଏସ୍‌ଡିପିଓ । ସୂଚନା ଥାଉକି, ବଲାଙ୍ଗୀର ସଇଁନ୍ତଳା ମହିଳା ଏସଆଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନୂଆ ମୋଡ଼ । ଶୁକ୍ରବାର ସକାଳ ୪ ଟାରୁ ବିବିଏମସିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳା ଏସଆଇ କାଜଲ । ପରବର୍ତ୍ତୀ ସମୟରେ ନିଜ ବେଡ଼ରେ ନଥିଲେ । ଦିନତମାମ ସେ ବେଡ଼ରେ ନଥିବା ବେଳେ ଏନେଇ ହସ୍ପିଟାଲ ଇନଚାର୍ଜ ସୁପରିଟେଣ୍ଡେଣ୍ଟ କହିଥିଲେ । ସେ ମଶା ତେଲ ପିଇ ଦେଇଥିଲେ । ମେଡିକାଲ ଆସିବା ପରେ ତାଙ୍କ ଚିକିତ୍ସା କରାଯାଉଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ଦେବା ସହ ସନ୍ଧ୍ୟା ପର‌୍ୟ୍ୟନ୍ତ ସେ ବେଡ଼ରେ ନ ଥିଲେ । ତାଙ୍କ ନିଖୋଜ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଥିଲେ ।ହେଲେ ଶୁକ୍ରବାର ବଲାଙ୍ଗୀର ଏସଡିପିଓଙ୍କ ସୂଚନା ମିଳିବା ପରେ ସବୁ ଘଟଣା ଯେପରି ଓଲଟ ପାଲଟ ହୋଇଯାଇଛି । ଗୁରୁବାର ମହିଳା ଏସଆଇ କାଜଲ ଡାକ୍ତରଖାନାରେ ହିଁ ଥିଲେ । ତାଙ୍କ ବ୍ୟକ୍ତିଗତ ଘଟଣା । ତାକୁ ନେଇ ଟିକେ ଖବରକୁ ବେଶୀ ଗୁରୁତ୍ୱ ନଦେବାକୁ କହିଛନ୍ତି । ଯାହା ଏହି ଘଟଣାକୁ ଆହୁରି ଗୋଳମାଳିଆ କରିଛି । ଖାଲି ସେତିକି ନୁହେଁ ବିଷ ପିଇଥିବା ଘଟଣାକୁ ମଧ୍ୟ ଏବେ ମାନିବାକୁ ନାରାଜ ପୋଲିସ ଅଧିକାରୀ । କେବଳ ଉପରିସ୍ଥ ଅଧିକାରୀ ଏହି ଘଟଣାକୁ ନେଇ ଛାନଭିନ କରୁଛନ୍ତି ବୋଲ ସେ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!