ନୟାଗଡ, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ କୋଭିଡ-୧୯ ପରିପ୍ରେକ୍ଷୀରେ ୨ୟ ପର୍ଯ୍ୟାୟରେ ରିଲିଫ ସାମଗ୍ରୀ ବଟଂନ କରାଯାଇଛି । ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭିନ୍ନ ପଚାଂୟତର ଜନସାଧାରଣଙ୍କୁ ରିଲିଫ ସାମଗ୍ରୀ ବାବଦରେ ଶୁଖିଲା ଖାଦ୍ୟ ବଟଂନ କରାଯାଇଥିଲା । ରିଲିଫ ସାମଗ୍ରୀ ବଟଂନରେ ଦଳୀୟ କର୍ମକର୍ତା ନିଗମାନନ୍ଦ ଦାଶ, ବିକ୍ରମ କେଶରୀ ଦେଓ, ପୂର୍ବତନ ସରପଚଂ ତଥା ନଗର ମଣ୍ଡଳ ସଭାପତି ଧନେଶ୍ୱର ମହାପାତ୍ର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଆଗାମୀ ଦିନରେ ଭାପୁର ବ୍ଲକ ବିଭିନ୍ନ ପଚାଂୟତରେ ରିଲିଫ ସାମଗ୍ରୀ ବଟଂନ କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।





