Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଟିପି ସେୟାରିଂ ମାମଲା: ପାକିସ୍ତାନ ସହ ଚୀନର ଲିଙ୍କ, ଚାଲିଛି ଖୋଳତାଡ

by ସଞ୍ଜୟ ସ୍ୱାଇଁ
July 12, 2023
in Crime, State
ଓଟିପି ସେୟାରିଂ ମାମଲା: ପାକିସ୍ତାନ ସହ ଚୀନର ଲିଙ୍କ, ଚାଲିଛି ଖୋଳତାଡ
165
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଟିପି ସେୟାରିଂ ମାମଲାରେ କେବଳ ପାକିସ୍ତାନ ନୁହେଁ ଚୀନ ଲିଙ୍କ୍ ନେଇ ମଧ୍ୟ ସୁରାଗ ମିଳିଛି । ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେର ରିମାଣ୍ଡ ଅବଧି ଶେଷ ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି । ତେବେ ଶେଷ ଦିନରେ ଏନଆଇଏ, ଏଟିଏସ୍ ଓ ଏସଟିଏଫ୍ ତାକୁ ମାରାଥନ୍ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛନ୍ତି । ତେବେ ମିଳିଥିବା ତଥ୍ୟ ଅନୁସାରେ, ଜମ୍ବୁରେ କୁଆଡ଼େ ପାକିସ୍ତାନ ସହ ଚୀନର କିଛି ଲୋକଙ୍କ ସହିତ ଯୋଗାଯୋଗରେ ଥିଲା। ଓଡ଼ିଶା ସହିତ ବିଭିନ୍ନ ରାଜ୍ୟରେ ରଖିଥିଲା ସ୍ଲିପର ସେଲ୍ । ନିଜେ ହନି ଟ୍ରାପରେ ପଡ଼ି ଫସିଥିଲା ଆଉ ଅନେକଙ୍କୁ ରାକେଟ ଭିତରକୁ ଟାଣିଥିଲା ଏମାନଙ୍କ ମାଧ୍ୟମରେ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା । ଜମ୍ମୁ-କଶ୍ମୀର, ପଞ୍ଜାବ, ୟୁପି , ଓଡିଶା ଓ ମଧ୍ୟପ୍ରଦେଶର ବହୁ ବ୍ୟକ୍ତିଙ୍କ ସମ୍ପର୍କରେ ସେ ଥିଲା। ଯେଉଁମାନଙ୍କ ମାଧ୍ୟମରେ ସେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା। ଏମାନଙ୍କ ନିକଟରୁ ଜମ୍ବୁରେ କେଉଁ ତଥ୍ୟ ହାସଲ କରିଛି। ପାକିସ୍ତାନ ଆଇଏସଆଇକୁ କି କି ତଥ୍ୟ ସେ ସେୟାର କରିଛି ତାର ଖୋଳତାଡ ଜାରି ରହିଛି । କେବଳ ପାକିସ୍ତାନ ନୁହେଁ ଚାଇନା ମଧ୍ୟ ଏଭଳି ସ୍ଲିପର ସେଲଙ୍କୁ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!