Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ, ଦେଇପାରିଲେନି ସମ୍ପତିର ହିସାବ

by ସଞ୍ଜୟ ସ୍ୱାଇଁ
June 17, 2023
in Crime, State
ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ, ୫ଟି ସ୍ଥାନରେ ଚଢ଼ଉ
201
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦୁର୍ନୀତିଗ୍ରସ୍ତ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ । ଚଢ଼ାଉବେଳେ ଠାବ ହୋଇଥିବା ସମ୍ପତିର ହିସାବ ଦେଇନପାରିବାରୁ ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ରେଡ ବେଳେ ବ୍ରଜେନ୍ଦ୍ରଙ୍କ ପାଖରୁ, ଅମାପ ସମ୍ପତି ଠାବ ହୋଇଥଲା । ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ୭ଟି ଘର ରହିଛି । ଭୁବନେଶ୍ୱର ଗ୍ୟାରେଜ ଛକ ରାଧାକୃଷ୍ଣ ନଗରରେ ଏକ ବିରାଟ ଅଟାଳିକା,ଯାହାର ମୂଲ୍ୟ ୨କୋଟିରୁ ଅଧିକ ବୋଲି ଆକଳନ କରାଯାଇଛି । ଭୀମଟାଙ୍ଗିରେ ଦୁଇ ମହଲା ଘର, ରାଜାରାଣୀ କଲୋନୀରେ ୨ଟି ତିନି ମହଲା ଅଟ୍ଟାଳିକା । ସେହିପରି ନିମାପଡା ସୁନାଗରଡାରେ ପୈତୃକ ଘର, ଫାର୍ମ ହାଉସ ଏବଂ ୧୦ଟି ଦୋକାନ ଘର ଥିବା ପ୍ରମାଣ ପାଇଛି ଭିଜିଲାନ୍ସ । ଏଥିସହ ପୁରୀ ବ୍ୟାଙ୍କରେ ୬୦ ଲକ୍ଷ ଟଙ୍କାର ଜମା ରାଶି , ୨୦ରୁ ଅଧିକ ଏଲଆଇସି ବଣ୍ଡ, ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । କେବଳ ଏତିକି ନୁହେଁ ବାସ୍ତୁ ପାଇଁ ବ୍ରଜେନ୍ଦ୍ର ଘରେ ରଖିଥିଲେ ରୂପାର ହାତୀ । ଭିଜିଲାନ୍ସ ପକ୍ଷରୁ ନାମୀ ଦାମୀ ଜିନିଷର ହିସାବ ପାଇଁ ଆର୍କିଟେକଚର ଟିମର ସହାୟତା ନିଆଯାଇଥିଲା । କେବଳ ଘରର ଇଣ୍ଟେରିୟର ଆକଳନ ପାଇଁ ଏହି ଟିମକୁ ଲଗାଯାଇଥିବା ବେଳେ ସେମାନଙ୍କୁ ମାପଚୁପ ପାଇଁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!