ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଘଡ଼ିସନ୍ଧି ମୂହୂର୍ତ୍ତରେ ସାଧାରଣ ଲୋକଙ୍କ ପାଇ ଲଢ଼େଇ କରୁଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଦ୍ୱିତୀୟ ଦିବସରେ ଏବିଭିପି ପକ୍ଷରୁ ପୁଲିସ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ନଗର ସଂପାଦକ ଦିଲ୍ଲୀପ ନାୟକ, ଅଚିକାନ୍ତ ବାଇ, ବିଶ୍ୱ ରଂଜନ ବେହେରାମ ରିଷୀ ପଟ୍ଟନାୟକ, ସ୍ପନ୍ଦନ ପରିଡ଼ା ପ୍ରମୂଖ ସାମିଲ ହୋଇଛନ୍ତି ।






