Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ ଓ କାର ଧକ୍କା, ଦଶପଲ୍ଲାର ଜଣେ ମୃତ, କାର ଭିତରେ ବିପୁଳ ଗଞ୍ଜେଇ

by ସଞ୍ଜୟ ସ୍ୱାଇଁ
May 28, 2023
in Accident, Crime, Nayagarh, State
ବାଇକ ଓ କାର ଧକ୍କା, ଦଶପଲ୍ଲାର ଜଣେ ମୃତ, କାର ଭିତରେ ବିପୁଳ ଗଞ୍ଜେଇ
647
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ଏକ ସୁଇଫ୍ଟ କାର ସହ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ ଘଟିଛି । ମୃତକ ଜଣଙ୍କ ହେଲେ ଦଶପଲ୍ଲା ଅଞ୍ଚଳର ବସନ୍ତ ଜାନି । ଆଜି ଖୋର୍ଦ୍ଧା ବୋଲଗଡ଼ ତାରିଣୀ ମନ୍ଦୀର ଛକରେ ଦୁର୍ଘଟଣାଟି ଘଟିଛି । ସୁଚନାନୁସାରେ ଭୁବନେଶ୍ୱରରୁ ଏକ ବାଇକ ଯୋଗେ ଦଶପଲ୍ଲା ଅଞ୍ଚଳର ବସନ୍ତ ଜାନି, ପ୍ରଭାତ ଜାନି ଓ ଦିଲ୍ଲୀପ ଜାନି ଦଶପଲ୍ଲା ଫେରୁଥିବା ବେଳେ ବୋଲଗଡ଼ ଠାରେ ଫୁଲବାଣୀ ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବସନ୍ତ ଜାନିଙ୍କର ମୃତ ହୋଇଥିଲା । କାର ଡ୍ରାଇଭର ଫେରାର ହୋଇଥିବା ବେଳେ ବୋଲଗଡ଼ ପୁଲିସ ଛାନଭିନ୍ କରିଥିଲା । ଉକ୍ତ କାର ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୁଚନା ମିଳିଛି । ଆଜି ବୋଲଗଡ଼ ପୁଲିସ ପକ୍ଷରୁ ଛାନଭିନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ମାପ କରାଯିବାର ସୁଚନା ରହିଛି । ଅନ୍ୟ ଦୁଇଜଣ ଆହତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!