Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୨ କେଜି ଗଞ୍ଜେଇ ଓ ବୋଲେରୋ ଜବତ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
May 9, 2023
in Crime, State
୧୨ କେଜି ଗଞ୍ଜେଇ ଓ ବୋଲେରୋ ଜବତ, ୨ ଗିରଫ
815
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗ ଫୁଲୁବାଣୀରୁ ଭୁବନେଶ୍ୱର ଯାଉଥିବା ଏକ ବୋଲେରୋକୁ ନୟାଗଡ଼ ମଜୁରିଆପଲ୍ଲୀ ଭୈରବୀ ମନ୍ଦିର ନିକଟରେ ଅଟକାଇଥିଲା ।

ଉକ୍ତ ଗାଡ଼ିରେ ଗମେଣ୍ଟ ଡ୍ୟୁଟି ଲେଖାଯାଇଥିଲା । ଅବକାରୀ ବିଭାଗ ଅଚାନକ ବୋଲେରୋ ସମେତ ୨ ଜଣଙ୍କୁ ଧରିଥିବା ବେଳେ ବାର କେଜି ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି । ଅନ୍ୟଜଣେ ସହଯୋଗୀ ଏକ ବସ୍ତା ଗଞ୍ଜେଇ ଧରି ଫେରାର ହୋଇଥିବା ଜଣାପଡିଛି ।

ଉକ୍ତ ଗାଡ଼ିରେ ଦୁଇଜଣ ଯୁବତୀ ଲିଫ୍ଟ ଯୋଗେ ଆସିଥିବା କହିବାରୁ ସେମାନଙ୍କୁ ସେଠାରୁ ଛାଡି ଦେଇଥିବା ସୂଚନା ମିଳିଛି । ଗିରଫ ଦୁଇ ଜଣ ହେଲେ ଫୁଲୁବାଣୀ ଫିରିଙ୍ଗିଆର ସେବକ ଡିଗାଲ ଏବଂ ନୟାଗଡ଼ ହରେକୃଷ୍ଣପୁର ପୂର୍ଣ୍ଣଚନ୍ଦ୍ର ଖଣ୍ଡା ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!