Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସଟିଏଫ କବଜାରେ ନକଲି ଭିଜିଲାନ୍ସ ଏସପି, ଲକ୍ଷାଧିକ ଠକେଇ

by ସଞ୍ଜୟ ସ୍ୱାଇଁ
May 7, 2023
in Crime, State
ଏସଟିଏଫ କବଜାରେ ନକଲି ଭିଜିଲାନ୍ସ ଏସପି, ଲକ୍ଷାଧିକ ଠକେଇ
98
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ ଚାକିରିଆ ହୁଅନ୍ତୁ ବା ଠିକାଦାର ଅଥବା NGO । ଭିନ୍ନ ଭିନ୍ନ ଅଫିସରଙ୍କ ପରିଚୟ ଦେଇ ଠକୁଥିବା ଜଣେ 420 ଠକକୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ମନୋଜ ମାଝୀ। ଘର ପୁରୀ କୃଷ୍ଣପ୍ରସାଦ । ଠକ ବେଶ ଉଚ୍ଚ ଶିକ୍ଷିତ । କେମେଷ୍ଟ୍ରିରେ ପିଜି କରିଛି ଠକ। ଭିଜିଲାନ୍ସ Sp ଭାବେ ମାଇଁନୀଙ୍ଗ କର୍ପୋରେସନ MD, works department ମୁଖ୍ୟ, PD drda ଖୋର୍ଦ୍ଧା, R&B executive engineer ଭଳି ବରିଷ୍ଠ ଅଧିକାରୀଙ୍କୁ ଛଦ୍ମ ନାମରେ ଫୋନ କରୁଥିଲା ଏହି ଦଲାଲ । ASO ଚାକିରି କରାଇବାକୁ କହି ୧୫ ଲକ୍ଷ ଠକେଇ କରିଛି। ତା ଘରୁ କିଛି ଆଡ଼ମିଟ କାର୍ଡ ମଧ୍ୟ ମିଳିଛି । ଅଭିଯୁକ୍ତକୁ ଏହି ଧନ୍ଦାରେ ଅନ୍ୟ ୪ ରୁ ୫ ଜଣ ସହଯୋଗ କରିଥିଲେ। ଖୁବଶୀଘ୍ର ମନୋଜର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ଜଣେ ଅତିରିକ୍ତ ଚିଫ ଇଞ୍ଜିନିୟର ଙ୍କୁ ୧ କୋଟି ଟଙ୍କା ମାଗୁଥିବା ବେଳେ ଅଭିଯୁକ୍ତ ସମ୍ପର୍କରେ STF ନିକଟରେ ଅଭିଯୋଗ ପହଞ୍ଚିଥିଲା । ଆବଶ୍ୟକସ୍ଥଳେ ତାକୁ ରିମାଣ୍ଡ ରେ ଆଣିପାରେ STF ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!