Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନବେଳା ମେକାନିକ ରାତିରେ ବାଇକ ଚୋରି, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
April 30, 2023
in Crime, State
ଦିନବେଳା ମେକାନିକ ରାତିରେ ବାଇକ ଚୋରି, ବାନ୍ଧିଲା ପୁଲିସ
251
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାମ୍ନାକୁ ଆସିଲା ୪ ଚୋରଙ୍କ ୪୦ କାହାଣୀ । ମେକାନିକ୍ କରୁଥିଲେ ବାଇକ ଚୋରି । ବାଇକକୁ ଚୋରି କରି ତାର ବିଭିନ୍ନ ପାର୍ଟକୁ ଅଲଗା ଅଲଗା କରି ବିକ୍ରି କରିଦେଉଥିଲେ । କେବଳ ଏତିକି ନୁହେଁ ଡକାୟତିରେ ଏହି ଚୋରି ବାଇକକୁ ବ୍ୟବହାର କରୁଥିଲେ । ଏହିଭଳି ଏକ ବାଇକ ଚୋର ଗ୍ୟାଙ୍ଗକୁ ବାନ୍ଧିଛି କ୍ୟାପିଟାଲ ଥାନା ପୋଲିସ । ବିଶେଷ କରି ହାଟ, ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ପାର୍କିଂ ହୋଇଥିବା ଜାଗାକୁ ରେକି କରୁଥିଲେ । ଆଉ ରେକି କରିବାର ୫ ମିନିଟ ଭିତରେ ଅତି ଚତୁରତାର ସହିତ ବାଇକ ହେଉ କି ସ୍କୁଟି ତାକୁ ଗାଏବ କରିଦେଉଥିଲେ ।

ସହରରେ ଘଟୁଥିବା ବିଭିନ୍ନ ଚୋରି ଓ ଡକାୟତି ଘଟଣାରେ ଏହି ସବୁ ଚୋରି ବାଇକ ବ୍ୟବହାର କରାଯାଉଥିବା ନେଇ ଡିସିପି ସୂଚନା ଦେଇଛନ୍ତି । ଏହି ୪ ଜଣିଆ ଅନ୍ତଃରାଜ୍ୟ ଲୁଟେରାଙ୍କ ମୁଖିଆ ହେଉଛି ସୁକାନ୍ତ କୁମାର ରେଡି । ଆଉ ୩ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର । ଏମାନେ ସମସ୍ତେ ବସ୍ତି ଅଞ୍ଚଳରେ ରହି ଚୋରି କରନ୍ତି । ବାଇକକୁ ଚୋରି କରିବା ପରେ ଏହାର ବିଭିନ୍ନ ପାର୍ଟ ଅଲଗା ଅଲଗା କରି ବିକ୍ରି କରନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!