କଳାହାଣ୍ଡି, (ବାଘୁଆବାର୍ତ୍ତା): ଯାତ୍ରା ଦେଖି ଫେରୁଥିବା ବେଳେ ୩ ନାବାଳିକାଙ୍କୁ ୫ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ । ଯାତ୍ରା ଦେଖି ଫେରୁଥିବାବେଳେ ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ । ବିଜେପୁର ଥାନାରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଏତଲା । ତାରିଣୀ ଯାତ୍ରା ଦେଖି ଫେରିବା ବେଳେ ରାସ୍ତାରୁ ଉଠାଇନେଲେ ଦୁର୍ବୃତ୍ତ । ଭୋର ୩ଟାରେ ରାସ୍ତାରୁ ଉଠାଇ ନେଇ ୫ ଜଣ ଯୁବକଙ୍କ ଦୁଷ୍କର୍ମ ଅଭିଯୋଗ ହୋଇଛି ।





