Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଦର ଥାନା ପକ୍ଷରୁ ଚଢ଼ଉ, ହିଞ୍ଜିଳଗାଡ଼ିଆ ଗ୍ରାମର ୪ ୱାରେଣ୍ଟି ଗିରଫ

by ସଞ୍ଜୟ ସ୍ୱାଇଁ
April 12, 2023
in Crime, Nayagarh, State
କୁକୁର ଝୁଣୁଥିଲା ନବଜାତ ଶିଶୁର ଶବ
298
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ୨୦୧୬ ମସିହାର ବହୁ ଚର୍ଚ୍ଚିତ ମାମଲାରେ ୪ ୱାରେଣ୍ଟିଙ୍କୁ ଗିରଫ କରିଛି ନୟାଗଡ଼ ସଦର ପୋଲିସ l ଅଭିଯୁକ୍ତ ମାନେ ଖୁଣ୍ଟୁବନ୍ଧ ହିଞ୍ଜିଳିଗାଡ଼ିଆ ଗାଁର ରଙ୍କମାଳି ପାଳ, ମଦନ ବରାଡ଼, କହ୍ନେଇ ସାହୁ, ଭିକାରୀ ହାତୀ ବୋଲି ଜଣାପଡିଛି l ୨୦୧୬ ମସିହାରେ ଖୁଣ୍ଟୁବନ୍ଧ ଗ୍ରାମର କିଛି ଲୋକଙ୍କ ସହ କାଜୁ ବଗିଚାକୁ ନେଇ ଝଗଡା ଉଗ୍ର ରୂପ ନେଇଥିଲା l ପରେ କାଜୁ ବଗିଚା ଜାଳିଦେଇଥିଲେ ଅଭିଯୁକ୍ତ ମାନେ l ଯାହାକୁ ନେଇ ଚର୍ଚ୍ଚାକୁ ଆସିଥିଲା ଖୁଣ୍ଟୁବନ୍ଧ ଗାଁ l ପୋଲିସ ଉକ୍ତ ମାମଲାରେ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ଏହି ୪ ଅଭିଯୁକ୍ତ ଫେରାର ଥିଲେ l ସେମାନଙ୍କ ନାମରେ ମାନ୍ୟବର SDJM କୋର୍ଟରେ GR case no-୯/୨୦୧୬ ରେ ୱାରେଣ୍ଟ ଜାରି କରିଥିଲେ l ଗତକାଲି ଅର୍ଥାତ ମଙ୍ଗଳବାର ରାତିରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ନୟାଗଡ଼ ସଦର ପୋଲିସ l ଆଜି ସେମାନଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା ପରେ ଜେଲକୁ ପଠାଇ ଦିଆଯାଇଛି ବୋଲି ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!