ଭୁବନେଶ୍ୱର,(ବାଘୁଆବା ର୍ା): ମାଲକାନଗିରି ସିମାନ୍ତରେ ମାଓବାଦୀ ଓ ପୁଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ, ମାଓ କମାଣ୍ଡର ସାହେବ ନିହତ ହୋଇଛନ୍ତି । ମାଓ ସାମଗ୍ରୀ ସମେତ ପିସ୍ତଲ, ଗୁଳି ଓ ବୋମା ଜବତ କରାଯାଇଛି । ଏହି ମାଓ କମାଣ୍ଡରଙ୍କ ପାଇଁ ୮ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ବିଜାପୁର ଜିଲ୍ଲାର କୁଟରୁ ଥାନା ଅଂଚଳରେ ଏଭଳି ଘଟଣା ଘଟିଛି ।