ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ହୁମା ହାଟ ନିକଟରେ ଓଲଟିଲା କନ୍ୟା ଯାତ୍ରୀ ଗାଡି ଜଣେ ମୃତ ୭ ଗୁରୁତର । ଖଲ୍ଲିକୋଟରୁ ଛତ୍ରପୁର କନ୍ୟା ବିବାହ ସାମଗ୍ରୀ ନେଇ ଆସୁଥିବା ବେଳେ ହୁମା ହାଟ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଛି । ଦୁର୍ଘଟଣାରେ ଆହତମାନଙ୍କୁ ଛତ୍ରପୁର ମେଡିକାଲ ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ଜ୍ଝ ଗାଡିରେ କନ୍ୟା ଘରର କିଛି ଲୋକ ଥିବା ଜଣାପଡ଼ିଛି ।






