କେନ୍ଦୁଝର, (ବାଘୁଆବାର୍ତ୍ତା) : କେନ୍ଦୁଝର ଟାଉନଥାନା କାଶୀପୁର ନିକଟରେ ପିସିସି ସଭାପତି ନୀରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଅଟକାଇ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ନୀରଞ୍ଜନଙ୍କ ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହାତ ହୋଇଥିବା ବେଳେ ଏନେଇ କେନ୍ଦୁଝର ଟାଉନଥାନାରେ ଏତଲା ଦିଆଯାଇଛି ।