Monday, April 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ବ ଛେନାପୋଡ଼ ଦିବସ:ସ୍ରଷ୍ଟାଙ୍କ ବାସ ଭବନରେ ବିଶ୍ବ ଛେନାପୋଡ଼ ଦିବସ ପାଳନ

by ସଞ୍ଜୟ ସ୍ୱାଇଁ
April 11, 2026
in Nayagarh
ବିଶ୍ବ ଛେନାପୋଡ଼ ଦିବସ:ସ୍ରଷ୍ଟାଙ୍କ ବାସ ଭବନରେ ବିଶ୍ବ ଛେନାପୋଡ଼ ଦିବସ ପାଳନ
100
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଛୋଟିଆ ଭୁଲ୍ ବିଶ୍ୱବାସୀଙ୍କ ମୁହଁ ବାନ୍ଧିଦେଉଛି। ମିଠା ଭିତରେ ରାଜା ପାଲଟିଛି ଛେନାପୋଡ଼। ସେହି ଛେନାପୋଡ଼ ସ୍ରଷ୍ଟାଙ୍କ ଜନ୍ମ ଦିବସ। ସେ ନାହାନ୍ତି ସତ୍ କିନ୍ତୁ ତାଙ୍କର ସେହି ଛୋଟିଆ ଭୁଲ୍ ରୁ ସୃଷ୍ଟି ହୋଇଥିବା ଛେନାପୋଡ଼ ଆଜି ଏହି ବିଶ୍ୱ ଦରବାରରେ ପହଞ୍ଚିଛି। ସେହି ସ୍ରଷ୍ଟା ଆଉ କେହି ନୁହଁନ୍ତି, ସ୍ୱର୍ଗତ ସୁଦର୍ଶନ ସାହୁ ଛେନାପୋଡ଼ ର ସ୍ରଷ୍ଟା ଭାବେ ବିଶ୍ୱବାସୀଙ୍କ ପାଖରେ ପରିଚିତ। ଆଜି ତାଙ୍କର ଜନ୍ମଦିବସକୁ ଆଜି ବିଶ୍ୱବାସୀ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ଖୁବ୍ ଧୁମ୍ ଧାମର ସହ ପାଳନ କରୁଛି। ତେବେ ଆଜି ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ମନେ ରଖିବା ପାଇଁ ତାଙ୍କର ନୟାଗଡ଼ ସ୍ଥିତ ବାସଭବନରେ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇଯାଇଛି। ସ୍ୱର୍ଗତ ସାହୁଙ୍କ କନିଷ୍ଠ ପୁତ୍ର ସୁମନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବିଶ୍ୱ ଛେନାପୋଡ଼ ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ୍ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ବସ୍ ମାଲିକ ସଂଘର ସଭାପତି ଶେଖ୍ ଇସୁବ୍, ବଶିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ବରିଷ୍ଠ ବିଜେଡ଼ି ନେତା ପ୍ରଭାତ ଷଡ଼ଙ୍ଗୀ ଓ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ବିଶ୍ବ ଛେନାପୋଡ଼ ଦିବସରେ ଛେନାପୋଡ଼ କାଟି ଖୁଆଇ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିଥିଲେ।

ଓଡ଼ିଆ ପକ୍ଷ ପାଳନ, କବିତା ପାଠ ଓ ଆଲୋଚନା:ସୁଯୋଗ୍ୟ ସନ୍ତାନଙ୍କ ପାଇଁ ନୟାଗଡ ସାରା ବିଶ୍ୱରେ ପରିଚିତ

ଓଡ଼ିଆ ପକ୍ଷ ପାଳନ, କବିତା ପାଠ ଓ ଆଲୋଚନା:ସୁଯୋଗ୍ୟ ସନ୍ତାନଙ୍କ ପାଇଁ ନୟାଗଡ ସାରା ବିଶ୍ୱରେ ପରିଚିତ

April 13, 2026
ଜୟନ୍ତୀ ଅବସରରେ ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ଜୟନ୍ତୀ ଅବସରରେ ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

April 13, 2026
ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ  

ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ  

April 13, 2026
ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

April 11, 2026
ଭକ୍ତିସଙ୍ଗୀତ ପ୍ରତିଯୋଗିତା:ସେମି ଫାଇନାଲକୁ ଗଲେ ୬ ପ୍ରତିଯୋଗୀ

ଭକ୍ତିସଙ୍ଗୀତ ପ୍ରତିଯୋଗିତା:ସେମି ଫାଇନାଲକୁ ଗଲେ ୬ ପ୍ରତିଯୋଗୀ

April 11, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!